ତାଜ୍‌ମହଲର ୨୨କୋଠରି ମାମଲା : ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୁପ ନ କରିବା ଲାଗି ଆବେଦନକାରୀଙ୍କୁ କହିଲେ ହାଇକୋର୍ଟ ବିଚାରପତି

ଲକ୍ଷ୍ନୌ: ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୁପ ନ କରିବା ଲାଗି ଆଜି ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆବେଦନକାରୀମାନଙ୍କୁ କହିଛନ୍ତି। ତାଜ୍‌ମହଲରେ ବନ୍ଦ କରାଯାଇଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ବାର୍ଥ ମାମଲା ଦାଏର କରିସାରିଲୁଣି ବୋଲି ଆବେଦନକାରୀମାନେ କହିବା ପରେ ଖଣ୍ଡପୀଠ ସେମାନଙ୍କୁ ଭର୍ତ୍ସନା କରି ଏଭଳି କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଲେ, ଆସନ୍ତାକାଲି ଆପଣମାନେ ଆମ ଚେମ୍ବର୍‌ ଦେଖିବା ପାଇଁ … Continue reading ତାଜ୍‌ମହଲର ୨୨କୋଠରି ମାମଲା : ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୁପ ନ କରିବା ଲାଗି ଆବେଦନକାରୀଙ୍କୁ କହିଲେ ହାଇକୋର୍ଟ ବିଚାରପତି